ଆଚାର୍ଯ୍ୟ ଚାଣକ୍ୟ ପୁସ୍ତକ
AI ର ମାଷ୍ଟର ହେବାର ଗୁପ୍ତ ରଣନୀତି
ସୁନ୍ଦର Output ର ସୂତ୍ର (The Formula)
ଗୁରୁଜୀଙ୍କୁ ଯେତେ ସ୍ପଷ୍ଟ ଆଦେଶ ଦେବ, ଉତ୍ତର ସେତେ ଚମତ୍କାର ହେବ। ସବୁବେଳେ ଏହି କ୍ରମରେ ଲେଖ:
1. କୋଡ୍ (Code)
+
2. ବିଷୟ (Topic)
+
3. ବିବରଣୀ (Details)
+
4. ଶୈଳୀ (Style)
"NAV101 + RUP505: ମୋ ପାଇଁ ଏକ 'Age Calculator' ବନାନ୍ତୁ (Topic)। ଏହାର ବ୍ୟାକଗ୍ରାଉଣ୍ଡ୍ କଳା ରହିବ ଏବଂ ବଟନ୍ ଗୋଲ୍ଡେନ୍ ହେବ (Details)। ଏହା ପୁରା ପ୍ରଫେସନାଲ୍ ଦେଖାଯିବା ଦରକାର (Style)।"
୧୦ଟି ମାଷ୍ଟର ନିୟମ (10 Commandments)
- ସବୁବେଳେ ପ୍ରଥମେ Code (ଯେମିତି NAV101) ଲେଖିବ।
- ଯଦି କୋଡ୍ରେ ଭୁଲ୍ ଅଛି, SAM202 ବ୍ୟବହାର କରିବ।
- ସୁନ୍ଦର ଡିଜାଇନ୍ ପାଇଁ ସବୁବେଳେ RUP505 ଯୋଡ଼ିବ।
- ଯଦି କାହାଣୀ ବା ଲେଖା ଦରକାର, KAVI707 ବ୍ୟବହାର କରିବ।
- ନିଜର ପ୍ରୋଜେକ୍ଟ ପାଇଁ Specific (ନିର୍ଦ୍ଦିଷ୍ଟ) ହୁଅ (ରଙ୍ଗ, ଭାଷା, କାମ)।
- ଯଦି ବୁଝିପାରୁନ, ତେବେ SIKHYA333 ଲଗାଇ ବୁଝାଇବାକୁ କୁହ।
- JAY303 ଲଗାଇଲେ ଆପ୍ ସୁରକ୍ଷିତ (Secure) ରହିବ।
- ଗୋଟିଏ ଲାଇନ୍ରେ ସବୁ ନ ଲେଖି, ଛୋଟ ଛୋଟ ପଏଣ୍ଟରେ ଲେଖ।
- ଯଦି AI ଭୁଲ୍ କଲା, ରାଗିବନି, ବରଂ "Refine this" ବା "Fix this" କହିବ।
- ଶେଷରେ ସବୁବେଳେ "Best Output" ମାଗିବ।